ବିଶ୍ଵସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରି କ୍ରୀଡା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା ।

ବିଶ୍ଵସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରି କ୍ରୀଡା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା ।

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣୁଛି ଓଡିଶା , ସାଜିଛି ଦେଶର ହକି ରାଜଧାନୀ । ବିଶ୍ଵସ୍ତରୀୟ ହକି ପ୍ରତିଯୋଗିତା ଆୟୋଜନ କରି କ୍ରୀଡା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ପ୍ରତିଭା ଅନ୍ୱେଷଣ, ପ୍ରୋତ୍ସାହନ ଓ ବିଶ୍ୱକପ୍ ଆୟୋଜନରେ ଓଡିଶା ଶ୍ରେଷ୍ଠ, ଦେଶ ବିଦେଶରୁ ମିଳୁଛି ଭୂୟସୀ ପ୍ରଶଂସା ।