ଲକ୍ଷ୍ୟ ପୂରଣ କରୁଛି ‘ମୋ ସରକାର’, ଲାେକଙ୍କୁ ମିଳୁଛି ତ୍ବରିତ ଓ ଗୁଣାତ୍ମକ ସେବା । ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik । ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।