ଉତ୍କଳମଣି ଗୋପବନ୍ଧୁ ସଂଗ୍ରହାଳୟ

ଉତ୍କଳମଣି ଗୋପବନ୍ଧୁ ସଂଗ୍ରହାଳୟ

ଝଲସିବ ଉତ୍କଳମଣିଙ୍କ ଜନ୍ମପୀଠ। ଓଡ଼ିଆ ସ୍ୱାଭିମାନର ପରିଚୟ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ପର୍ଯ୍ୟଟନକ୍ଷେତ୍ର ଭାବେ ବିକାଶ କରିବା ପାଇଁ ନୂଆ ସଂଗ୍ରହାଳୟ, ଷଠିଘର, ଗାଁ ପୋଖରୀ, ଉଦ୍ୟାନ ଓ ମନ୍ଦିର ଆଦିର ରୂପାନ୍ତରଣ କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶ କ୍ରମେ ସୁଆଣ୍ଡୋରେ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ମାନ୍ୟବର Mo Sarkar 5T ସଚିବ ।